ରାଉରକେଲା : ପିଏଲଏଫଆଇର ଜଣେ ଏରିଆ କମାଣ୍ଡର ସମେତ ୭ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ

Advertisment
ରାଉରକେଲା : ପିଏଲଏଫଆଇର ଜଣେ ଏରିଆ କମାଣ୍ଡର ସମେତ ୭ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ

କନକ ବ୍ୟୁରୋ : ରାଉରକେଲା ପୋଲିସକୁ ମିଳିଛି ସଫଳତା । ପିଏଲଏଫଆଇର ଜଣେ ଏରିଆ କମାଣ୍ଡର ସମେତ ୭ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ଗିରଫ ମଧ୍ୟରେ ଅଛନ୍ତି ଓଡିଶା-ଝାଡଖଣ୍ଡ ପିଏଲଏଫଆଇର ଏରିଆ କମାଣ୍ଡର ଅର୍ଜୁନ ରଣା । ଆସାମ ପୋଲିସର ମୋଷ୍ଟ ୱାଂଟେଡ ପହିଛି ଗିରଫ ଅର୍ଜୁନ ରଣା । ସେହିପରି ଓଡିଶାର ୨ଜଣ ଓ ଝାଡଖଣ୍ଡର ୪ଜଣ ପିଏଲଏଫଆଇ ସଦସ୍ୟ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ଜବତ ହୋଇଛି ଗୋଟିଏ ଏକ-୪୭ ଓ ୪୦ ରାଉଣ୍ଡ ଗୁଳି ସହ ବିପୁଳ ପରିମାଣରେ ମାରଣାସ୍ତ୍ର । ଆଜି ଗିରଫ ପିଏଲଏଫଆଇ ସଦସ୍ୟ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe