ରଣବୀର କପୁରଙ୍କ ଫ୍ଲପ୍ ସିନେମା ପାଇଁ ନିର୍ଦ୍ଦେଶକଙ୍କ ଉପରେ ଖପ୍ପା ଋିଷି କପୁର !

ରଣବୀର କପୁରଙ୍କ ଫ୍ଲପ୍ ସିନେମା ପାଇଁ ନିର୍ଦ୍ଦେଶକଙ୍କ ଉପରେ ଖପ୍ପା ଋିଷି କପୁର !

image courtesy-http://www.hindustantimes.com

ପୁଅ ରଣବୀର କପୁରଙ୍କ ଫ୍ଲପ୍ ସିନେମା ପାଇଁ ନିର୍ଦ୍ଦେଶକଙ୍କ ଉପରେ ପିତା ଋିଷି କପୁର ଖପ୍ପା । ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅନୁରାଗ ବସୁଙ୍କୁ ରାଗିଲେ ଋିଷି । କହିଲେ ସିନେମା ବମ୍ବେ ଭେଲବେଟ୍ ଓ ଜଗା ଜାସୁସ ଫ୍ଲପ ପାଇଁ ଦୁଇ ନିର୍ଦ୍ଦେଶକ ହିଁ ଦାୟୀ । ଯହା ପୁଅ ରଣବିର କପୁରଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ ।

ଋିଷି କହିଛନ୍ତି ଅନୁରାଗ କାଶ୍ୟପଙ୍କ "ବମ୍ବେ ଭେଲବେଟ' ଯାହାକୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବୁଝି ପାରିନି । ଅନୁରାଗ ବସୁଙ୍କ ସିନେମା ବର୍ଫିକୁ ଖୁବ୍ ତାରିଫ କରିଛନ୍ତି ଋିଷି । ସେ ମଧ୍ୟ କହିଛନ୍ତି ସିନେମା "ବର୍ଫି' ରଣବୀରଙ୍କୁ ଏକ ନìଆ ପରିଚୟ ଦେଇଥିଲା । ଆଉ ବସୁଙ୍କୁ ସିନେମା "ଜଗା ଜାସୁସ' ଏକଦମ୍ ବକବାସ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe