ରିଲିଜ ହେଲା ସିନେମା “ବଦ୍ରୀନାଥ କୀ ଦୁଲ୍ହନିୟା”ର ଟାଇଟଲ ଟ୍ରାକ୍

ରିଲିଜ ହେଲା ସିନେମା “ବଦ୍ରୀନାଥ କୀ ଦୁଲ୍ହନିୟା”ର ଟାଇଟଲ ଟ୍ରାକ୍

ବରୁଣ ଧୱନ ଓ ଆଲିଆ ଭଟ୍ଟଙ୍କ ସିନେମା “ବଦ୍ରୀନାଥ କୀ ଦୁଲ୍ହନିୟା”ର ଟାଇଟଲ ଟ୍ରାକ୍ ଆଜି ହୋଇଛି  ରିଲିଜ୍ । ଏଇ ଗୀତରେ ହୋଲି ଥିମରେ ଧମାଲ କରିଛନ୍ତି ଆଲିଆ ଓ ବରୁଣ । ଏହି ସିନେମା “ହମ୍ପଟି ଶର୍ମା କୀ ଦୁଲ୍ହନିୟା” ର ସିକ୍ୱେଲ । “ବଦ୍ରୀନାଥ କୀ ଦୁଲ୍ହନିୟା”ର କାହାଣୀ ବଦ୍ରୀନାଥ(ବରୁଣ) ଓ ବୈଦେହୀ(ଆଲିଆ)ଙ୍କ ମଧ୍ୟରେ ଥିବା ଭଲପାଇବା ଉପରେ ଆଧାରିତ ।

ଦେଖନ୍ତୁ ଏହି ଭିଡିଓ : 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe