ବରୁଣ ଧୱନ ଓ ଆଲିଆ ଭଟ୍ଟଙ୍କ ସିନେମା “ବଦ୍ରୀନାଥ କୀ ଦୁଲ୍ହନିୟା”ର ଟାଇଟଲ ଟ୍ରାକ୍ ଆଜି ହୋଇଛି ରିଲିଜ୍ । ଏଇ ଗୀତରେ ହୋଲି ଥିମରେ ଧମାଲ କରିଛନ୍ତି ଆଲିଆ ଓ ବରୁଣ । ଏହି ସିନେମା “ହମ୍ପଟି ଶର୍ମା କୀ ଦୁଲ୍ହନିୟା” ର ସିକ୍ୱେଲ । “ବଦ୍ରୀନାଥ କୀ ଦୁଲ୍ହନିୟା”ର କାହାଣୀ ବଦ୍ରୀନାଥ(ବରୁଣ) ଓ ବୈଦେହୀ(ଆଲିଆ)ଙ୍କ ମଧ୍ୟରେ ଥିବା ଭଲପାଇବା ଉପରେ ଆଧାରିତ ।
ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/dd.jpg)