୩୧ ମାର୍ଚ୍ଚରେ ରିଲିଜ ହେବ ଓଡିଆ ସିନେମା “ସୀତାରାମଙ୍କ ବାହାଘର କଳିଯୁଗରେ” !

Advertisment
୩୧ ମାର୍ଚ୍ଚରେ ରିଲିଜ ହେବ ଓଡିଆ ସିନେମା “ସୀତାରାମଙ୍କ ବାହାଘର କଳିଯୁଗରେ” !

ଏବେ ବଲିଉଡ ହେଉକି ଓଲିଉଡ ସିନେମାରେ ଅନେକ ପରୀକ୍ଷା ନିରୀକ୍ଷା ଚାଲିଛି । ସିନେମାର ଟାଇଟଲ କେତେବେଳେ ଇଂରାଜୀରେ ଦିଆ ଯାଉଛି ତ କେତେବେଳେ ପୁରାଣ ଓ ଐିତିହାସିକ ନାମ ମଧ୍ୟ ଦିଆଯାଉଛି । ଏହିପରି ଏକ ଓଡିଆ ସିନେମା ହେଲା “ସୀତାରାମଙ୍କ ବାହାଘର କଳିଯୁଗରେ” । ରାମାୟଣର ସୀତାରାମଙ୍କ ନାମକୁ ନେଇ ଏହି ସିନେମାର ନାମ ରହିଛି । ଗୀତ,ନାଚ ଓ  ମନୋରଞ୍ଜନରେ ଭରପୁର ଏହି ସିନେମା । ସିନେମାଟି ଏଳାବେଳେ ତେଲୁଗୁ ଓ ଓଡିଆ ଭର୍ସନରେ ତିଆରି ହୋଇଛି । ଆସନ୍ତା ୩୧ ମାର୍ଚ୍ଚରେ ଏହି ସିନେମା ରିଲିଜ ହେବା ବୋଲି ଜଣାପଡିିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe