‘ବ୍ଲଡି ହେଲ’ ଓ ‘ୟେ ଇଶ୍କ’ ପରେ ‘ରଙ୍ଗୁନ’ ସିନେମାର ତୃତୀୟ ଗୀତ ‘ମେରେ ମିୟାଁ ଗୟେ ଇଂଲଣ୍ଡ’ ରିଲିଜ ହୋଇ ଯାଇଛି । ଏହି ଗୀତରେ କଙ୍ଗନା ରାଣାୱତଙ୍କୁ ବବଲି ଅନ୍ଦାଜରେ ଦେଖିବା ପାଇଁ ମିଳିବ । ସିନେ ନିର୍ଦ୍ଦେଶକ ବିଶାଲ ଭାରଦ୍ୱାଜଙ୍କ ପତ୍ନୀ ରେଖା ଭାରଦ୍ୱାଜ ଏହି ଗୀତଟିକୁ ଗାଇଛନ୍ତି । ଏହି ସିନେମା ୨୪ ଫେବ୍ରୁଆରୀରେ ରିଲିଜ ହେବ ବୋଲଇ ଜଣାପଡିଛି ।
ବବଲି ଅନ୍ଦାଜରେ କଙ୍ଗନା! ରିଲିଜ ହେଲା ସିନେମା ‘ରଙ୍ଗୁନ’ର ନୂଆ ଗୀତ
/kanak/media/post_attachments/wp-content/uploads/2017/01/tr.jpg)