କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ବ୍ୟାପୁଛି ଝାଡ଼ାବାନ୍ତି । କଲ୍ୟାଣସିଂହପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଜଣ ଚିକିତ୍ସିତ ହେଉଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି । ଦୂଷିତ ପାଣି ଯୋଗୁଁ ଲୋକେ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ସେପଟେ ବ୍ଳକ ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡ଼କା, ନାରାୟଣପୁର ସମିତି ଓ କରପା ସରପଂଚ ଗାଁକୁ ଯାଇ ଆକ୍ରାନ୍ତ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆକ୍ରାନ୍ତଙ୍କୁ ହସ୍ପିଟାଲ ପଠାଇଛନ୍ତି ।
ରାୟଗଡ଼ା : କଲ୍ୟାଣସିଂହପୁରରେ ଦୂଷିତ ପାଣି ବ୍ୟବହାର ଯୋଗୁଁ ବ୍ୟାପୁଛି ଝାଡ଼ାବାନ୍ତି
/kanak/media/post_attachments/wp-content/uploads/2017/03/vlcsnap-2017-03-27-07h40m56s262.png)