କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଫିସ ଆଗରେ ଅଧ୍ୟାପକଙ୍କ ଆନ୍ଦୋଳନ । ପ୍ରମୋସନ୍, ଇନକ୍ରିମେଂଟ ଓ ଚାକିର ପ୍ରମାଣ ପତ୍ର ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଧ୍ୟାପକମାନେ । ଦେଢଶହରୁ ଅଧିକ ଅଧ୍ୟାପକ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି । ତେବେ ଆନ୍ଦୋଳନରତ ଅଧ୍ୟାପକଙ୍କ ସହ ଆଲୋଚନା କରାଯାଇଥିବା କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ।
ରେଭେନ୍ସା କୁଳପତିଙ୍କ ଅଫିସ ଆଗରେ ଅଧ୍ୟାପକଙ୍କ ଆନ୍ଦୋଳନ ! ପ୍ରମୋସନ୍, ଇନକ୍ରିମେଂଟ ଓ ଚାକିର ପ୍ରମାଣ ପତ୍ର ଦାବି
/kanak/media/post_attachments/wp-content/uploads/2017/03/vlcsnap-2017-03-22-13h14m51s551.png)