ଜନସମୁଦ୍ର ପାଲିଟିଛି ଶ୍ରୀକ୍ଷେତ୍ର । ଦେଶ ବିଦେଶରୁ ଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଭାବରେ ବନ୍ଧା ଭାବଗ୍ରାହୀକୁ ଭାବରେ ବାନ୍ଧିବାକୁ ପ୍ରୟାସ । /kanak/media/post_attachments/wp-content/uploads/2019/07/Screen-Shot-2019-07-04-at-11.23.18-AM-300x226.png)
ଭକ୍ତ ଭଗବାନ ଏକାକାର । ଭାଇ ଭଉଣୀଙ୍କୁ ସାଥୀରେ ନେଇ ମାଉସୀ ଘର ଅଭିମୁଖେ ମହାପ୍ରଭୁ । ଆରମ୍ଭ ହେଲା ରଥଟଣା । କାଳିଆକୁ ବାନ୍ଧିବାକୁ ଭକ୍ତ ହାତରେ ଶ୍ରଦ୍ଧାର ଦଉଡ଼ି ।
ବଡ଼ଦାଣ୍ଡରେ ପୁରୀ ଭୋଗର ସମ୍ଭାର ।
ଭକ୍ତିରେ ବନ୍ଧା ଠାକୁର । ମହାପ୍ରଭୁୁଙ୍କ ଭକ୍ତିରେ ଗଦଗଦ୍ ଶ୍ରଦ୍ଧାଳୁ ।
ଭଗବାନଙ୍କ ପ୍ରେମରେ ପାଗଳ ଭକ୍ତ । ବଡ଼ଦାଣ୍ଡରେ ଉଦଣ୍ଡ କୀର୍ତ୍ତନ ।
Follow Us
/kanak/media/post_attachments/wp-content/uploads/2019/07/Screen-Shot-2019-07-04-at-11.34.08-AM-1-300x230.png)
/kanak/media/post_attachments/wp-content/uploads/2019/07/5-2-300x221.jpg)
/kanak/media/post_attachments/wp-content/uploads/2019/07/Screen-Shot-2019-07-04-at-11.44.34-AM-300x224.png)
/kanak/media/post_attachments/wp-content/uploads/2019/07/vlcsnap-error589-300x220.png)