ଭାବବିହ୍ୱଳ ହୋଇ ରଥାରୁଢ଼ ଠାକୁରଙ୍କୁ ଚାହିଁଛନ୍ତି ଭକ୍ତ : କେତେବେଳେ ଦର୍ଶନ ଦେବେ ମହାପ୍ରଭୁ ?

ରାତିପାହିଲେ ବଡଦାଣ୍ଡକୁ ଆସିବେ ମହାବାହୁ : ଆଜି ସିଂହଦ୍ୱାର ରଥ ଚକଡାକୁ ବିଜେ କରିବେ ତିନି ରଥ, ତିନିବାଡରୁ ରଥକୁ ଆସିବ ଆଜ୍ଞାମାଳ

ପବିତ୍ର ରଥଯାତ୍ରା ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି

publive-image
ପହଣ୍ଡିରେ ବଳଭଦ୍ର, ଦିବ୍ୟ ଟାହିଆ ସୁଶୋଭିତ ହୋଇ ଭକ୍ତଙ୍କ ଗହଳରେ ଝୁଲିଝୁଲି ଆସିଲେ ବଡ଼ଠାକୁର ଶ୍ରୀ ବଳଦେବ

publive-image

ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ , ଶୂନ୍ୟ ପହଁଣ୍ଡିରେ ଆସିଲେ ଦେବୀ ସୁଭଦ୍ରା

publive-image

ପହଣ୍ଡିରେ ଜଗନ୍ନାଥ

publive-imageରଥ ସାମ୍ନାରେ ଶିବ ବେଶଧାରୀ ଭକ୍ତ

publive-image

ରଥ ନିକଟରେ କଳାକୃତିର ପ୍ରଦର୍ଶନ

publive-image

ଭକ୍ତି ଆଉ ଭାବର ଠାକୁର ଆଗରେ ଭକ୍ତିଭରା ସମର୍ପଣ ଭାବpublive-image

ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ପୁଲିସ ଡିଜି

publive-imageରଥ ପ୍ରସ୍ତୁତ ଆଉ ଭକ୍ତ ବି ପ୍ରସ୍ତୁତ । ଭଗବାନଙ୍କୁ ଦେଖିବା ପାଇଁ ଅତି ଆବେଗରେ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ ।

publive-imageରଥଯାତ୍ରା ଉପଲକ୍ଷେ ଭଜନ କୀର୍ତ୍ତନରେ କମ୍ପମାନ ହେଉଛି ବଡ଼ଦାଣ୍ଡ । ଭାବବିହ୍ୱଳ ହୋଇ ନାଚୁଛନ୍ତି ଭକ୍ତ

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe