ବଲିଉଡର ସେକ୍ସ ସିମ୍ବଲ ରୂପରେ ପ୍ରସିଦ୍ଧ ହେବାକୁ ଚାହାଁନ୍ତି ରଣବୀର ସିଂ

ବଲିଉଡର ସେକ୍ସ ସିମ୍ବଲ ରୂପରେ ପ୍ରସିଦ୍ଧ ହେବାକୁ ଚାହାଁନ୍ତି ରଣବୀର ସିଂ

source-google

77ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂ ସବୁବେଳେ ଥା’ନ୍ତି ମସ୍ତି ମୁଡରେ । ସେ ଏବେ ତାଙ୍କର ଆଗାମୀ ସିନେମା ପଦ୍ମାବତୀର ସୁଟିଂରେ ବ୍ୟସ୍ତ ଅଛନ୍ତି । ରଣବୀର ତାଙ୍କର ନିଆରା ଫ୍ୟାସନ ଷ୍ଟାଇଲ ପାଇଁ ମଧ୍ୟ ରୁହନ୍ତି ଚର୍ଚ୍ଚାରେ ।

ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ବଲିଉଡର ସର୍ବଶ୍ରେଷ୍ଠ ଅଭିନେତା କିମ୍ବା ଅଧିକ ଆୟ କରୁଥିବା ସିନେମାର ନାୟକ ହେବାକୁ ଚାହାଁନ୍ତି ନାହିଁ । ବଲିଉଡ ସିନେମା ଜଗତରେ ଜଣେ ସେକ୍ସିଏଷ୍ଟ ଓ ହଟେଷ୍ଟ ଷ୍ଟାର ହେବା ପାଇଁ ସେ ବେଶୀ ପସନ୍ଦ କରନ୍ତି ବୋଲି ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe