ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂ ସବୁବେଳେ ଥା’ନ୍ତି ମସ୍ତି ମୁଡରେ । ସେ ଏବେ ତାଙ୍କର ଆଗାମୀ ସିନେମା ପଦ୍ମାବତୀର ସୁଟିଂରେ ବ୍ୟସ୍ତ ଅଛନ୍ତି । ରଣବୀର ତାଙ୍କର ନିଆରା ଫ୍ୟାସନ ଷ୍ଟାଇଲ ପାଇଁ ମଧ୍ୟ ରୁହନ୍ତି ଚର୍ଚ୍ଚାରେ ।
ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ବଲିଉଡର ସର୍ବଶ୍ରେଷ୍ଠ ଅଭିନେତା କିମ୍ବା ଅଧିକ ଆୟ କରୁଥିବା ସିନେମାର ନାୟକ ହେବାକୁ ଚାହାଁନ୍ତି ନାହିଁ । ବଲିଉଡ ସିନେମା ଜଗତରେ ଜଣେ ସେକ୍ସିଏଷ୍ଟ ଓ ହଟେଷ୍ଟ ଷ୍ଟାର ହେବା ପାଇଁ ସେ ବେଶୀ ପସନ୍ଦ କରନ୍ତି ବୋଲି ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/y-2.jpg)