ବଲିଉଡ ଅଭିନେତା ରଣବୀର ସିଂ ସିନେମାରେ ^òଜର ଅଭିନୟ ସହ ତାଙ୍କ ଅଜବଗଜବ କାରନାମା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ସବୁବେଳେ କୌଣସି ନା କୌଣସି ବଲିଉଡ ନାୟକଙ୍କ ନକଲ କରୁଥିବାର ଦେଖାଯାଏ । କେବଳ ଏତିକି ନୁହଁ ସେ ଏପରି ଅଜବ ହରକତର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ମଧ୍ୟ ଶେୟାର କରନ୍ତି ।
ନିକଟରେ ରଣବୀର ବଲିଉଡର କିଙ୍ଗ ଖାନ ଶହାରୁଖଙ୍କ ଅଭିନୟର ନକଲ କରୁଥିଲେ । ରଣବୀର ଶାହାରୁଖଙ୍କ ସିନେମା ‘ଦିଲୱାଲେ ଦୁଲ୍ହନିଆ ଲେ ଜାଏଁଙ୍ଗେ’ର ଶେଷ ଦୃଶ୍ୟକୁ ନକଲ କରୁଥିବା ସମୟରେ ଟ୍ରେନରୁ ପଡି ଯାଇଥିଲେ । ନିଜ ସହ ହୋଇଥିବା ଏପରି ଘଟଣାକୁ ସେ ନିଜେ ତାଙ୍କର ଇନଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/dv.jpeg)