କନକ ବ୍ୟୁରୋ : ଯଲିଉଡରେ ବଲିଉଡର ଠୁମକା । ଗତକାଲି ଖଣ୍ଡଗିରି ଯାତ୍ରାରେ ସାମିଲ ହୋଇଛନ୍ତି ଆଇଟମ୍ ଗର୍ଲ ରାକ୍ଷୀ ସାୱନ୍ତ । ସେ ଯାତ୍ରା ସଚ୍ଚିଦାନନ୍ଦର ମଂଚ ଉପରେ ନାଚିଛନ୍ତି । ତାଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିବା ବେଳେ ଯାତ୍ରା ହାଉସଫୁଲ ରହିଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us