କନକ ବ୍ୟୁରୋ : ରଜ ଅବସରରେ ରିଲିଜ ହୋଇଛି ବିଶିଷ୍ଠ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ନୂଆ ରଜଗୀତ । ଗାଁ ଜୀବନରେ ରଜ ବେଶ୍ ଗୁରୁତ୍ୱ ରଖେ । ଓଡିଆ କୁଆଁରୀଟିଏ ଏହି ଉତ୍ସବର ପ୍ରତୀକ୍ଷାରେ ରହିଥାଏ । ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟଙ୍କ ଗୀତକୁ ସଂଗୀତରେ ସଜେଇଛନ୍ତି ଓମ ପ୍ରକାଶ ମହାନ୍ତି । ସୁନ୍ଦର ଭାବେ ଗୀତଟିକୁ ଉପସ୍ଥାପନ କରାଯାଇଥିବା ବେଳେ ୟୁଟ୍ୟୁବରେ ରିଲିଜ ହୋଇଛି ସୁସ୍ମିତାଙ୍କ ଏହି ଗୀତ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us