କନକ ବ୍ୟୁରୋ : ବାଲେଶ୍ୱର ପରେ ରାୟଗଡାରେ ବାଣ ବିସ୍ଫୋରଣ । ରାଣୀଗୁଡା ଫାର୍ମରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣର ଜଣେ ଗୁରୁତର ହୋଇଛନ୍ତି । ସନ୍ତୋଷ ବେହେରା ନାମକ ଜଣେ ଯୁବକଙ୍କର ହାତର ୨ ପାପୁଲି ଛିଡିଯାଇଛି । ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।
ରାୟଗଡା : ବାଣ ତିଆରି ବେଳେ ବିସ୍ଫୋରଣ ଘଟି ଛିଡିଲା ଯୁବକଙ୍କ ପାପୁଲି
/kanak/media/post_attachments/wp-content/uploads/2017/10/blast_hand_intro.png)