ରାୟଗଡା : ରୁମ୍ବାଡି ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ହତ୍ୟା

Advertisment
ରାୟଗଡା : ରୁମ୍ବାଡି ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ହତ୍ୟା

କନକ ବ୍ୟୁରୋ : ଜମି ବିବାଦକୁ କେନ୍ଦ୍ର କରି ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ରୁମ୍ବାଡି ଗ୍ରାମରେ । ଜମି ବିବାଦକୁ ନେଇ ଜଣେ ବ୍ୟକ୍ତି ଆଉ ଜଣକୁ ଟାଂଗିଆରେ ହାଣି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ଗ୍ରାମର ଏମତ ଶବର । ପୋଲିସ ଘଟଣାସ୍ଥଳରେ ପହଂଚି ହତ୍ୟାକାରୀକୁ ଅଟକ ରଖି ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe