କନକ ବ୍ୟୁରୋ : ଜମି ବିବାଦକୁ କେନ୍ଦ୍ର କରି ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ରୁମ୍ବାଡି ଗ୍ରାମରେ । ଜମି ବିବାଦକୁ ନେଇ ଜଣେ ବ୍ୟକ୍ତି ଆଉ ଜଣକୁ ଟାଂଗିଆରେ ହାଣି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ଗ୍ରାମର ଏମତ ଶବର । ପୋଲିସ ଘଟଣାସ୍ଥଳରେ ପହଂଚି ହତ୍ୟାକାରୀକୁ ଅଟକ ରଖି ତଦନ୍ତ କରୁଛି ।
ରାୟଗଡା : ରୁମ୍ବାଡି ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ହତ୍ୟା
/kanak/media/post_attachments/wp-content/uploads/2017/03/vlcsnap-2017-03-21-08h17m59s080.png)