ୟୁପି ସଫଳତା ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ ! ଜବାବରେ ମୋଦି କହିଲେ,‘ଗଣତନ୍ତ୍ରର ଜୟ ହେଉ’

Advertisment
ୟୁପି ସଫଳତା ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ ! ଜବାବରେ ମୋଦି କହିଲେ,‘ଗଣତନ୍ତ୍ରର ଜୟ ହେଉ’

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଏବଂ ଉତରାଖଣ୍ଡ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଟ୍ୱିଟ୍ କରି ମୋଦିଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି ।

ଏହାର ଜବାବରେ ମୋଦି ରାହୁଲଙ୍କୁ ଧନ୍ୟବାଦ ଜଣାଇବା ସହ ଗଣତନ୍ତ୍ରର ବିଜୟ ହେଉ ବୋଲି ରାହୁଲଙ୍କୁ କହିଛନ୍ତି । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସହ କଂଗ୍ରେସ ମେଂଟ କରି ନିର୍ବାଚନ ଲଢ଼ିଥିଲା । ଯେଉଁଥିରେ ଏକ ବଡ ଧରଣର ବିପର୍ୟ୍ୟୟର ସାମ୍ନା କରିବାକୁ ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe