କନକ ବ୍ୟୁରୋ : ଉତ୍ତରପ୍ରଦେଶ ଏବଂ ଉତରାଖଣ୍ଡ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଟ୍ୱିଟ୍ କରି ମୋଦିଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି ।
ଏହାର ଜବାବରେ ମୋଦି ରାହୁଲଙ୍କୁ ଧନ୍ୟବାଦ ଜଣାଇବା ସହ ଗଣତନ୍ତ୍ରର ବିଜୟ ହେଉ ବୋଲି ରାହୁଲଙ୍କୁ କହିଛନ୍ତି । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସହ କଂଗ୍ରେସ ମେଂଟ କରି ନିର୍ବାଚନ ଲଢ଼ିଥିଲା । ଯେଉଁଥିରେ ଏକ ବଡ ଧରଣର ବିପର୍ୟ୍ୟୟର ସାମ୍ନା କରିବାକୁ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/66-2.jpg)