ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ନେତାଙ୍କ ବୟାନବାଜି ! ରାହୁଲ କହିଲେ, ଆସିବ ନାହିଁ ଆଉ ଅଛେଦିନ୍

Advertisment
ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ନେତାଙ୍କ ବୟାନବାଜି ! ରାହୁଲ କହିଲେ, ଆସିବ ନାହିଁ ଆଉ ଅଛେଦିନ୍

କନକ ବ୍ୟୁରୋ :  ଅମିତ ଶାହାଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ ମୋଦି ସରକାରଙ୍କ ଅଛେଦିନ ଆଉ ଆସିବ ନାହିଁ । କାରଣ ମୋଦିଙ୍କ ଚିନ୍ତାଧାରା ଠିକ ନାହିଁ । ଉତ୍ତରପ୍ରଦେଶର ସୁଲତାନପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe