କନକ ବ୍ୟୁରୋ : ଅମିତ ଶାହାଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ ମୋଦି ସରକାରଙ୍କ ଅଛେଦିନ ଆଉ ଆସିବ ନାହିଁ । କାରଣ ମୋଦିଙ୍କ ଚିନ୍ତାଧାରା ଠିକ ନାହିଁ । ଉତ୍ତରପ୍ରଦେଶର ସୁଲତାନପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ନେତାଙ୍କ ବୟାନବାଜି ! ରାହୁଲ କହିଲେ, ଆସିବ ନାହିଁ ଆଉ ଅଛେଦିନ୍
/kanak/media/post_attachments/wp-content/uploads/2017/02/ae.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)