ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେଙ୍କର ବୋଲ୍ଡ ଫଟୋସୁଟ ! ଇନଷ୍ଟାଗ୍ରାମରେ ମଚାଇଲା ଧୁମ୍

3

ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ଅନେକ ଥର ନିଜର ଅଭିନୟ ଓ ବୟାନରେ ଏକଥା ସାବ୍ୟସ୍ତ କରିଛନ୍ତି । ଏବେ ପୁଣି ଥରେ ରାଧିକା ତାଙ୍କର ହଟନେସ ପାଇଁ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।

ରାଧିକା କିଛି ଦିନ ପୁର୍ବରୁ ଏକ କ୍ଲଥିଙ୍ଗ ବ୍ରାଣ୍ଡ ପାଇଁ ଫଟୋସୁଟ କରାଇଥିଲେ । ଉକ୍ତ ବ୍ରାଣ୍ଡର ଡିଜାଇନର ନିମୀତ ଶାହ, ସେହି ସୁଟର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ରାଧିକା ଏହି ଫଟୋରେ ବହୁତ ଉତ୍ତେଜକ ପୋଷାକ ପିନ୍ଧିଥିବାର ଦେଖାଦେଇଛି ଯାହା ଏବେ ବେଶ ଚର୍ଚ୍ଚିତ ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.