ପୁରୀ-ଭୁବନେଶ୍ୱର ରାଜପଥରେ କାରରେ ଲାଗିଲା ନିଆଁ ! ଘଟଣାସ୍ଥଳରେ ପହଂଚିଲା ପୁଲିସ

Advertisment
ପୁରୀ-ଭୁବନେଶ୍ୱର ରାଜପଥରେ କାରରେ ଲାଗିଲା ନିଆଁ ! ଘଟଣାସ୍ଥଳରେ ପହଂଚିଲା ପୁଲିସ

କନକ ବ୍ୟୁରୋ : ହୁ ହୁ ହୋଇ ଜଳିଗଲା କାର୍ । ପୁରୀ ଚନ୍ଦନପୁର ଓଭରବ୍ରିଜ ନିକଟରେ ଜଳିଗଲା କାର୍ । ଓଆର ୦୨ ବିଏସ ୫୩୩୫ ନମ୍ବର ଗାଡିରେ ପୁରୀ ଚୁଡଙ୍ଗ ସାହିର ଯୁଧିଷ୍ଠିର ଲେଙ୍କା ଯାଉଥିବା ବେଳେ ହଠାତ୍ ଇଂଜିନରେ ନିଆଁ ଲାଗିଯାଇଥିଲା । ଏହା ଦେଖି ସେ ତୁରନ୍ତ ଗାଡିରୁ ଓହ୍ଲାଇ ଯାଇଥିଲେ । ପରେ ଗାଡି ସମ୍ପୂର୍ଣ୍ଣ ଜଳି ଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe