କନକ ବ୍ୟୁରୋ : ଚାଷୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା । ରାଜଧାନୀର ରାସ୍ତାରେ ପରିବା ଫିଙ୍ଗି, କ୍ଷୀର ଢାଳି ବିଜେପି କୃଷକ ମୋର୍ଚ୍ଚ ପକ୍ଷରୁ ପ୍ରତିବାଦ କରାଯାଇଛି । ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଶୀତଳ ଭଣ୍ଡାର ଦାବିରେ ଏହି ବିକ୍ଷୋଭ କରାଯାଇଛି । ଏହା ସହ ଚାଷୀଙ୍କୁ ସର୍ବନିମ୍ନ ମୂଲ୍ୟ ଦେବାକୁ ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା ।
ଚାଷୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା : ରାଜଧାନୀ ରାସ୍ତାରେ ପରିବା ଫିଙ୍ଗି, କ୍ଷୀର ଢାଳି କଲେ ପ୍ରତିବାଦ
/kanak/media/post_attachments/wp-content/uploads/2017/03/vlcsnap-2017-03-04-13h26m50s066.png)