ଓଡିଶା ନିଶା ନିବାରଣ ଅଭିଯାନ ସଂଗଠନ ପକ୍ଷରୁ ଅବକାରୀ ମନ୍ତ୍ରୀ ଦାମୋଦର ରାଉତଙ୍କ ଘର ଆଗରେ ଧାରଣା !

Advertisment
ଓଡିଶା ନିଶା ନିବାରଣ ଅଭିଯାନ ସଂଗଠନ ପକ୍ଷରୁ ଅବକାରୀ ମନ୍ତ୍ରୀ ଦାମୋଦର ରାଉତଙ୍କ ଘର ଆଗରେ ଧାରଣା !

କନକ ବ୍ୟୁରୋ : ଅବକାରୀ ମନ୍ତ୍ରୀ ଦାମୋଦର ରାଉତଙ୍କ ଘର ଆଗରେ ଧାରଣା । ଓଡିଶା ନିଶା ନିବାରଣ ଅଭିଯାନ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି । ଓଡିଶାକୁ ନିଶା ମୁକ୍ତ କରିବା ଓ ମଦ ଲାଇସେନ୍ସ ନବୀକରଣ ନୋଟିସ ୨୦୧୭ ଓ ୨୦୧୮କୁ ତୁରନ୍ତ ବାତିଲ କରିବା ସହ ଓଡିଆରେ ପୁନଃ ନୋଟିସ ଓ ବିଜ୍ଞାପନ ଦେବା ଦାବିରେ ବସିଥିଲେ ଧାରଣାକାରୀ । ପୁଲିସ ସମସ୍ତ ଆନ୍ଦୋଳନକାରୀଙ୍କୁ  ଗିରଫ କରିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe