କନକ ବ୍ୟୁରୋ : ଅବକାରୀ ମନ୍ତ୍ରୀ ଦାମୋଦର ରାଉତଙ୍କ ଘର ଆଗରେ ଧାରଣା । ଓଡିଶା ନିଶା ନିବାରଣ ଅଭିଯାନ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି । ଓଡିଶାକୁ ନିଶା ମୁକ୍ତ କରିବା ଓ ମଦ ଲାଇସେନ୍ସ ନବୀକରଣ ନୋଟିସ ୨୦୧୭ ଓ ୨୦୧୮କୁ ତୁରନ୍ତ ବାତିଲ କରିବା ସହ ଓଡିଆରେ ପୁନଃ ନୋଟିସ ଓ ବିଜ୍ଞାପନ ଦେବା ଦାବିରେ ବସିଥିଲେ ଧାରଣାକାରୀ । ପୁଲିସ ସମସ୍ତ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ଜଣାପଡିଛି ।
ଓଡିଶା ନିଶା ନିବାରଣ ଅଭିଯାନ ସଂଗଠନ ପକ୍ଷରୁ ଅବକାରୀ ମନ୍ତ୍ରୀ ଦାମୋଦର ରାଉତଙ୍କ ଘର ଆଗରେ ଧାରଣା !
/kanak/media/post_attachments/wp-content/uploads/2017/03/77-1.jpg)