ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହେଉଛି ହଲିଉଡ ସିନେମା ‘ବେୱାଚ୍’ ! ଡ୍ୱାନେ ଜନସନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୟକୁ ଦେଖିବେ ଦର୍ଶକ

ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହେଉଛି ହଲିଉଡ ସିନେମା ‘ବେୱାଚ୍’ ! ଡ୍ୱାନେ ଜନସନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୟକୁ ଦେଖିବେ ଦର୍ଶକ

photo courtesy -http://i.ndtvimg.com

ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ ହେବ ହଲିଉଡ ସିନେମା ବେୱାଚ୍ । ଏଥିରେ ମୁଖ୍ୟ ଭୁମିକାରେ ଡ୍ୱାନେ ଜନସନ, ଜାକ ଏଫରନ ଓ ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଅଭିନୟ କରିଛନ୍ତି । ଟ୍ରେଲର ମାଧ୍ୟମରେ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସେଠ୍ ଗୋଡାର୍ନ । ସେହିପରି ଆଜି ରିଲିଜ ହେବାକୁ ବଲିଉଡ ସିନେମା ଯାଉଛି ‘ଦୋବାରା’

ଏହି ସିନେମାରେ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ହୁମା କୁରେଶୀ, ଲିସା ରାୟ ଓ ସାକିବ୍ ସଲିମ୍ । ଏହି ସିନେମାକୁ ନିର୍ଦ୍ଦେର୍ଶନା ଦେଇଛନ୍ତି ପ୍ରାବାଲ ରମନ୍ । ୨୦୧୩ରେ ମୁକ୍ତିଲାଭ କରିଥିବା ଆମେରିକାନ ସିନେମା ଓକୁଲସରୁ ‘ଦୋବାରା’ର କାହାଣୀ ଆଧାରିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe