ରେକର୍ଡ୍ ପରେ ରେକର୍ଡ୍ ହାସଲ୍ କରୁଥିବା ସିନେମା ‘ବାହୁବଲୀ ୨’ର ଆଉ ଏକ ନୂଆ ସଫଳତା । ମ୍ୟାଡାମ୍ ତୁଷାଦ୍ ମ୍ୟୁଜିୟମରେ ସିନେମାର ନାୟକ ପ୍ରଭାସଙ୍କ ବାହୁବଲୀ ଲୁକର ଏକ ମହମ ମୂର୍ତୀ ସ୍ଥାପନ କରାଯାଇଛି ।ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ମଧ୍ୟ ହେଉଛି ।
ପ୍ରଭାସଙ୍କ ଏହି ଷ୍ଟାଚ୍ୟୁକୁ ମ୍ୟାଡାମ୍ ତୁଷାଦର ବ୍ୟାଙ୍କକ୍ ମ୍ୟୁଜିୟମରେ ରଖାଯାଇଛି । ପ୍ରଥମ ଥର ପାଇଁ ସାଉଥ୍ ସିନେ ଜଗତର ଜଣେ ଅଭିନେତା ମ୍ୟାଡାମ୍ ତୁଷାଦରେ ସ୍ଥାନ ପାଇଛନ୍ତି । ତେଣୁ ଏହା ପ୍ରଭାସଙ୍କ ପାଇଁ ଏକ ବଡ ଉପଲବ୍ଧି ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/prabhas-wax-759.jpg)