ଫିଲ୍ମ ଫ୍ରାଇଡେ ! ପରଦାକୁ ଆସୁଛି ସନ୍ନି- ବବିଙ୍କ ‘ପୋଷ୍ଟର ବଏଜ’

Advertisment
ଫିଲ୍ମ ଫ୍ରାଇଡେ ! ପରଦାକୁ ଆସୁଛି ସନ୍ନି- ବବିଙ୍କ ‘ପୋଷ୍ଟର ବଏଜ’

image courtesy- https://www.bollyarena.net

ଫିଲ୍ମ ଫ୍ରାଇଡେରେ ରିଲିଜ୍ ହେଉଛି ସନ୍ନି ଦେଓଲଙ୍କ ଅଭିନୀତ ସିନେମା ‘ପୋଷ୍ଟର ବଏଜ୍’ । ଏଥିରେ ସନ୍ନି ଦେଓଲ, ବବି ଦେଓଲ, ଶେୟସ ତଲପଡେ, ସୋନାଲି କୁଲକର୍ଣି, ଭାରତୀ ଆଚରେକର ପ୍ରମୁଖ ଭୂମିକାରେ ଅଛନ୍ତି । ସିନେମାର ନିର୍ଦ୍ଦେଶକ ହେଉଛନ୍ତି ଅଭିନେତା ଶ୍ରେୟସ ତଲପଡେ । ୩ ଜଣ ଅଭିନତାଙ୍କ ଫଟୋ ପୁରୁଷ ବନ୍ଧ୍ୟାକରଣ ପୋଷ୍ଟରରେ ଛପାଯିବା ଉପରେ କାହାଣୀ ଆଧାରିତ ।

ଏହା ବ୍ୟତୀତ ଆଜି ହଲିଉଡ୍ ହରର ସିନେମା ‘ଇଟ୍’ ମଧ୍ୟ ରିଲିଜ୍ ହେଉଛି । ଏହାର ମୁଖ୍ୟ ଭୂମିକାରେ ଜିଡେନ ଲବିରହେର ଓ ବିଲ୍ ସ୍କାର୍ସଗାର୍ଡ ଅଛନ୍ତି । ଏଣ୍ଡି ମୁସେଟି ସିନେମା ଇଟର ନିର୍ଦ୍ଦେଶନା ଦେଇଛନ୍ତି । ୧୯୮୬ ମସିହାର ଷ୍ଟିଫେନ କିଙ୍ଗଙ୍କ ଇଟ୍ ଉପନ୍ୟାସ ଉପରେ ସିନେମାଟି ଆଧାରିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe