ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା : ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା

Advertisment
ସରିଲା ବର୍ଷା ବଢିଲା ଚିନ୍ତା !

image courtesy- http://www.odishanewsinsight.com

କନକ ବ୍ୟୁରୋ : ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ବ୍ୟତୀତ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଓଡ଼ିଶାର ସର୍ବାଦ୍ଧିକ ତାପମାତ୍ରା ଭୁବନେଶ୍ୱର, ଝାରସୁଗୁଡ଼ା ଏବଂ ସୋନପୁରଠାରେ ୩୫.୬ ଡିଗ୍ରି ସେଲ୍‌ସିୟସ୍‌ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ଟିଟଲାଗଡ଼ରେ ରହିଛି ୨୦.୦ ଡିଗ୍ରି ସେଲ୍‌ସିୟସ୍‌ । ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବା ହେତୁ ଲୋକମାନଙ୍କୁ ବର୍ଷା ସମୟରେ ଘର ବାହାରକୁ ବାହାରିବା ପାଇଁ ବାଣ କରାଯାଇଛି । ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କ ସୂଚନା ମିଳିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe