ନିଶାସକ୍ତ ସାବଧାନ୍ : ମଦୁଆ ଧରା ଅଭିଯାନ ଆରମ୍ଭ କଲା ପୋଲିସ୍

Advertisment
ନିଶାସକ୍ତ ସାବଧାନ୍ : ମଦୁଆ ଧରା ଅଭିଯାନ ଆରମ୍ଭ କଲା ପୋଲିସ୍

http://sambad.in

କନକ ବ୍ୟୁରୋ : ମଦ ପିଇ ଗାଡି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ | କାରଣ ଆରମ୍ଭ ହୋଇଛି ମଦୁଆ ଧରା ଅଭିଯାନ | ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଏଭଳି ଏକ ଅଭିଯାନ ଗୁରୁବାରଠାରୁ ଆରମ୍ଭ କରାଯାଇଛି | ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିଯାନ ଆରମ୍ଭ କରାଯାଇଛି | ଗୁରୁବାର ଚାରିଜଣଙ୍କୁ ମଦ ପିଇ ଗାଡ଼ି ଚଳାଉଥିବାବେଳେ ଗିରଫ କରାଯାଇଥିଲା |

ସେମାନଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ କରାଯିବା ସହ ରଦ୍ଦ କରାଯାଇଛି | ମଦୁଆଧରା ଗାଡି ନାମରେ କିଛି ପୁଲିସ କର୍ମୀ ରାସ୍ତାରେ ଯାଉଥିବା ମଦୁଆଙ୍କୁ ଧରୁଛନ୍ତି | ବେପରୁଆ ଗାଡିଚାଳନା କରି ଦୁର୍ଘଟଣା ଘଟାଉଥିବା ଏହି ଯୁବକଙ୍କୁ ସାବାଡ଼ କରିବାକୁ ଜିଲ୍ଲା ପୁଲିସ ପକ୍ଷରୁ ଏ ଅଭିଯାନ ଆରମ୍ଭ କରାଯାଇଛି |
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe