ବିଶ୍ୱର ଶ୍ରେଷ୍ଠ ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଲେ ଭାରତର ପ୍ରଧାନମନ୍ତ୍ରୀ ମୋଦି !

Advertisment
ବିଶ୍ୱର ଶ୍ରେଷ୍ଠ ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଲେ ଭାରତର ପ୍ରଧାନମନ୍ତ୍ରୀ ମୋଦି !

source-google

କନକ ବ୍ୟୁରୋ : ପ୍ରକାଶିତ ହୋଇଛି ବିଶ୍ୱର ଶ୍ରେଷ୍ଠ ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା । ଟାଇମ୍ ମାଗାଜିନ ଦ୍ୱାରା ପ୍ରକାଶିତ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମଧ୍ୟ ରହିଛନ୍ତି । ବିଶ୍ୱର ଶ୍ରେଷ୍ଠ ଶହେ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରକାଶିତ ହୋଇଛି ଏହି ତାଲିକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe