ବଢିଲା ପେଟ୍ରୋଲ, ଡିଜେଲ୍ ଦର ! ମଧ୍ୟରାତ୍ରରୁ ହେଲା ଲାଗୁ

Advertisment
ବଢିଲା ପେଟ୍ରୋଲ, ଡିଜେଲ୍ ଦର ! ମଧ୍ୟରାତ୍ରରୁ ହେଲା ଲାଗୁ

କନକ ବ୍ୟୁରୋ : ବଢିଲା ପେଟ୍ରୋଲ, ଡିଜେଲ୍ ଦର । ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୩୯ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୪ ପଇସା ବୃଦ୍ଧି ହୋଇଛି । ନୂଆ ଦର ମଧ୍ୟରାତ୍ରରୁ ଲାଗୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe