କନକ ବ୍ୟୁରୋ : ସବୁ ରବିବାର ପରି ଏଥର ମଧ୍ୟ ରଜଧାନୀରେ ପାଳନ ହୋଇଛି ପଥୋତ୍ସବ । ରାମମନ୍ଦିରରୁ ମାଷ୍ଟରକ୍ୟାଂଟିନ ପର୍ଯ୍ୟନ୍ତ ରାସ୍ତାରେ ପାଳନ ହୋଇଛି ଏହି ଉତ୍ସବ । ଛୋଟଠୁ ବଡ ପର୍ଯ୍ୟନ୍ତ ଏହି ଉତ୍ସବର ମଜା ଉଠାଉଛନ୍ତି । ଏହି ଉତ୍ସବରେ ଲୋକମାନଙ୍କୁ ସଚେତନ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ସାଇକେଲ ଚାଳନା ସହ ସ୍କେଟିଂର ମଜା ନେଉଛନ୍ତି । ନାଚ ଗୀତ ସହ ଖେଳର ମଜା ଉଠାଉଛନ୍ତି ରାଜଧାନୀବାସୀ ।
ରାଜଧାନୀ ରାଜରାସ୍ତାରେ ପଥୋତ୍ସବ ! ନାଚ, ଗୀତ ଓ ଖେଳକୁଦରେ ଜମିଛି ସକାଳ
/kanak/media/post_attachments/wp-content/uploads/2017/02/vlcsnap-2017-02-26-09h27m40s818.png)