ରାଜଧାନୀ ରାଜରାସ୍ତାରେ ଜମିଲା ପଥୋତ୍ସବ ! ଶେଷ ରବିବାରରେ ପଥୋତ୍ସବର ମଜା ଉଠାଇଲେ ଭୁବନେଶ୍ୱରବାସୀ

Advertisment
ରାଜଧାନୀ ରାଜରାସ୍ତାରେ ଜମିଲା ପଥୋତ୍ସବ ! ଶେଷ ରବିବାରରେ ପଥୋତ୍ସବର ମଜା ଉଠାଇଲେ ଭୁବନେଶ୍ୱରବାସୀ

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଜମିଲା ପଥୋତ୍ସବ । ମାସର ଶେଷ ରବିବାରରେ ପଥୋତ୍ସବର ମଜା ଉଠାଇଲେ ଭୁବନେଶ୍ୱରବାସୀ । ସକାଳୁ ସକାଳୁ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ପ୍ରତିଯୋଗୀତାରେ ସାମିଲ ହୋଇଥିଲେ କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ । ପଥୋତ୍ସବର ଆକର୍ଷଣ ଥିଲା କୁନି କୁନି ପିଲାଙ୍କ ସ୍କେଟିଂ । ସକାଳର ଏହି ସୁସ୍ଥ ମୁହୂର୍ତ୍ତକୁ ଉପଭୋଗ କରିଥିଲେ ରାଜଧାନୀବାସୀଙ୍କ ସହ ସାଂସଦ ପ୍ରଶନ୍ନ ପାଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe