ବଲିଉଡରେ ଓଲିଉଡ୍ କମେଡିଆନ୍ । ଖୁବଶୀଘ୍ର ଏକ ହିନ୍ଦୀ ସିନେମାରେ ନଜର ଆସିବେ ପପୁ ପମପମ୍ । ଏହି ଫିଲ୍ମଟି ଏକ କମେଡି ଫିଲ୍ମ । ଯାହାର ନିର୍ଦ୍ଦେଶନା ଦେଉଛନ୍ତି ବଲିଉଡର ନାମୀଦାମୀ ନିର୍ଦ୍ଦେଶକ ପ୍ରିୟଦର୍ଶନ । ସେପ୍ଟେମ୍ବରରେ ସିନେମାର ସୁଟିଂ ଆରମ୍ଭ ହେବ ।
ଏହି ସିନେମାରେ ଅଭିଷେକ ବଚ୍ଚନ ଏବଂ ପରେଶ ରାୱଲଙ୍କୁ ଦେଖିବାକୁ ମିଳିବ । ବଲିଉଡ୍ ତାରକାଙ୍କ ସହ ଏକାଠି ନଜର ଆସିବେ ଓଲିଉଡର ଷ୍ଟାଣ୍ଡ ଅପ୍ କମେଡିଆନ୍ । ପପୁଙ୍କୁ ବଲିଉଡରେ ଦେଖିବାକୁ ତାଙ୍କ ପ୍ରଶଂସକ ଅପେକ୍ଷା କରିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-19-18h44m12s907.png)