ଦେବଦଳନ ରଥରେ ଚକ୍ରରାଜ ସୁଦର୍ଶନ ବିରାଜମାନ !

ଦେବଦଳନ ରଥରେ ଚକ୍ରରାଜ ସୁଦର୍ଶନ ବିରାଜମାନ !

କନକ ବ୍ୟୁରୋ : ପବିତ୍ର ରଥଯାତ୍ରା ଅବସରରେ ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ କାଳିଆ ଠାକୁର ଆଜି ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଯାତ୍ରା କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ସମାପନା ପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡିରେ ଆଣି ରଥାରୁଢ଼ କରିବା ପ୍ରକ୍ରିୟାର ଆରମ୍ଭ ହୋଇଛିି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ସେବାୟତମାନେ ଶୂନ୍ୟପହଣ୍ଡିରେ ଆଣି ମା ସୁଭଦ୍ରାଙ୍କ ରଥ ‘ଦେବଦଳନ’ରେ ସ୍ଥାପନା କରଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe