କନକ ବ୍ୟୁରୋ : ପବିତ୍ର ରଥଯାତ୍ରା ଅବସରରେ ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ କାଳିଆ ଠାକୁର ଆଜି ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଯାତ୍ରା କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ସମାପନା ପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡିରେ ଆଣି ରଥାରୁଢ଼ କରିବା ପ୍ରକ୍ରିୟାର ଆରମ୍ଭ ହୋଇଛିି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ସେବାୟତମାନେ ଶୂନ୍ୟପହଣ୍ଡିରେ ଆଣି ମା ସୁଭଦ୍ରାଙ୍କ ରଥ ‘ଦେବଦଳନ’ରେ ସ୍ଥାପନା କରଛନ୍ତି ।
ଦେବଦଳନ ରଥରେ ଚକ୍ରରାଜ ସୁଦର୍ଶନ ବିରାଜମାନ !
/kanak/media/post_attachments/wp-content/uploads/2017/06/Screen-shot-2017-06-25-at-11.58.49-AM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)