ଅଧାରୁ ଅଟକିଲା ସିନେମା ‘ପଦ୍ମାବତୀ’ର ସୁଟିଂ । ହଠାତ ଅସୁସ୍ଥତା ଅନୁଭବ କରିବା ପରେ ସୁଟିଂ ସେଟ ଛାଡିଛନ୍ତି ଦୀପିକା ପାଦୁକୋନ । କିଛି ଦିନ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେବା ପରେ ଏବେ ସୁଟିଂ କରିବେନି ଦୀପିକା । ଲଗାତାର ସୁଟିଂ ଯୋଗୁଁ ଅଂଟାଜନିତ ସମସ୍ୟା ଘେରରେ ଅଛନ୍ତି ଦୀପିକା ପାଦୁକୋନ ।
ଅଧାରୁ ଅଟକିଲା ‘ପଦ୍ମାବତୀ’ର ସୁଟିଂ ! ଅସୁସ୍ଥତା ଯୋଗୁଁ ସୁଟିଂ ସେଟ ଛାଡିଲେ ଦୀପିକା ପାଦୁକୋନ
/kanak/media/post_attachments/wp-content/uploads/2017/04/y.jpg)