କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

177

କନକ ବ୍ୟୁରୋ : ବତ୍ତର୍ମାନ ସମୟରେ ରାଜ୍ୟରେ କୃଷି ଓ କୃଷକକୁ ନେଇ ବିବାଦ ଚାଲିଛି । ଏନେଇ କୃଷିମନ୍ତ୍ରୀ ଦାମୋଦର ରାଉତ କହିଲେ, ଚାଷୀ ମରୁନାହାନ୍ତି, ଭାଗଚାଷୀ ଆତ୍ମହତ୍ୟା କରୁଛନ୍ତି । ଶୋଷଣ ଯୋଗୁଁ ମରୁଛନ୍ତି ଚାଷୀ , ଫସଲହାନୀ ଯୋଗୁଁ ନୁହେଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.