ପୁଣି ଥରେ ଆକ୍ସନ ଅବତାରରେ ନଜର ଆସିବେ କ୍ୟାଟ୍ରିନା କୈଫ !

ପୁଣି ଥରେ ଆକ୍ସନ ଅବତାରରେ ନଜର ଆସିବେ କ୍ୟାଟ୍ରିନା କୈଫ !

photo courtesy - google.com

ପୁଣି ଥରେ ଆକ୍ସନ ଅବତାରରେ ଓହ୍ଲାଇବେ କ୍ୟାଟ୍ରିନା କୈଫ । ଆଗାମୀ ସିନେମା ‘ଟାଇଗର ଜିନ୍ଦା ହୈ’ରେ କ୍ୟାଟ୍ରିନା ଆକ୍ସନ ଗର୍ଲ ଭାବେ ଅଭିନୟ କରୁଛନ୍ତି । ଏନେଇ ସେ ବିଦ୍ଧିବଧ ଆକ୍ସନ ଟ୍ରେନିଂ ନେଉଥିବା ଜଣାପଡିଛି । ଏବେ ପ୍ରଯୋଜନା ସଂସ୍ଥା କ୍ୟାଟଙ୍କ ଆକ୍ସନ ଟ୍ରେନିଂର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଟ୍ରେନିଂ ଶେଷ ପରେ ଖୁବ୍ ଶୀଘ୍ର ମସ୍କୋରେ ସିନେମା ୨ୟ ପର୍ଯ୍ୟାୟ ସୁଟିଂ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe