ପଦ୍ମଶ୍ରୀ ତୁଳସୀ ମୁଣ୍ଡା । କେନ୍ଦୁଝରର ଆଦିବାସୀ ନେତ୍ରୀ ଭାବେ ଖୁବ୍ ଚର୍ଚ୍ଚିତ । ତାଙ୍କ ଜୀବନୀ ଉପରେ ଆଧାରିତ ସିନେମା ‘ତୁଳସୀ ଅପା’ । ଏହି ସିନେମାଟିରେ ତୁଳସୀ ମୁଣ୍ଡାଙ୍କର ସମଗ୍ର ଜୀବନର ସଂଘର୍ଷମୟ କାହାଣୀ ଦୃଶ୍ୟାୟନ ।
ଏବେ ରିଲିଜ ହୋଇଛି ଏହି ସିନେମାର ଆଉ ଏକ ଗୀତ ‘ ଜୀବନ ପ୍ରଦୀପ ଜାଳିଦିଅ ମୋର - ’ । ଗୀତଟିକୁ ନିମାଇ ମହାନ୍ତି ରଚନା କରିଥିବା ବେଳେ ,ଗାଇଛନ୍ତି ଇରା ମହାନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ୍ । ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି ଅମିୟ ପଟ୍ଟନାୟକ ଓ ପ୍ରଯୋଜନା କରିଛନ୍ତି ନବାଗତ ପ୍ରଯୋଜକ ଅନୁପମ ପଟ୍ଟନାୟକ । ନବଗତ ଅଭିନେତ୍ରୀ ବର୍ଷା ନାୟକ ତୁଳସୀ ମୁଣ୍ଡାଙ୍କ ଚରିତ୍ରରେ ନଜର ଆସିଛନ୍ତି ।
ଦେଖନ୍ତୁ ଏହି ଭିଡିଓ -
ଏହାସହ ମଧ୍ୟ ପଢନ୍ତୁ - ରିଲିଜ୍ ହୋଇଛି ‘ତୁଳସୀ ଅପା’ର ନୂଆ ଗୀତ ! ବଡ ପରଦାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ କାହାଣୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/tulasi-apa.jpg)