Advertisment
ଆଠଗଡ଼ରେ ବିଜେପି-ବିଜେଡି ସମର୍ଥକ ମୁହାଁମୁହିଁ । ବିଜେପି କର୍ମୀଙ୍କ ବିରୋଧରେ ମାମଲା ରୁଜୁ ।

ଆଜି ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ଓ ରାଉରକେଲାରେ ଜନସଭାକୁ କରିବେ ସମ୍ବୋଧନ । ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ ।

ଆଜି ତିନି ଦଳର ପାୱାର ସୋ’  । କଟକ ସହ ଅନ୍ୟ ଦୁଇ ସ୍ଥାନରେ ଅମିତ ଶାହଙ୍କ ପ୍ରଚାର । ବଲାଙ୍ଗୀରରେ ରାହୁଲ ଗାନ୍ଧୀଙ୍କ ଶକ୍ତି ପ୍ରଦର୍ଶନ । ସମ୍ବଲପୁରରେ ନବୀନଙ୍କ ଜନସଭା । 

ଦମ୍ଭୋକ୍ତି ଦେଖାଇଲା ବିଜେପି । କହିଲା, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ ଆସନ ଜିତିବ ଦଳ, ଲୋକସଭାରେ ପାଇବ ମୋଟ ୧୬ ଆସନ । 

ଖଣ୍ଡପଡାରେ ପାଣ୍ଡିଆନଙ୍କ ପ୍ରଚାର । ବିଜେପିକୁ କଲେ ଟାର୍ଗେଟ, କହିଲେ ଦିନରେ ଲଣ୍ଠନ ଦେଖାଉଛି ବିଜେପି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପାଣ୍ଡିଆନ ଦେଲେ ହିସାବ । କହିଲେ, ୨୮ ଆସନରୁ ୨୪ ଆସନରେ ଜିତିବ ବିଜେଡି । 

ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା । ସ୍ୱାଧୀନ ବିଧାୟକ ପ୍ରର୍ଥୀ ଶିବଶଙ୍କର ଥାନାରେ ଅଟକ, ସାମ୍ନାକୁ ଆସିଲା ଗଣ୍ଡଗୋଳ ସମୟର ସିସିଟିଭି ଭିଡିଓ ।

ଅମିତ ଶାହାଙ୍କ ଗସ୍ତସୂଚୀରେ ପରିବର୍ତ୍ତନ । କଟକରେ କରିବେ ରୋଡ ସୋ’, ସୋରଡା ଓ ବୌଦ୍ଧରେ କରିବେ ଜନସଭା ।

ମାଲକାନଗିରି ମାଥିଲିରେ ବିଳମ୍ବିତ ରାତି ଯାଏଁ ଚାଲିଲା ଭୋଟ୍ । ଇଭିଏମରେ ତ୍ରୁଟି ଯୋଗୁଁ ରାତି ୧୨ଟା ଯାଏଁ ଭୋଟ ଗ୍ରହଣ । ଭୋଟ୍ ଦେଲେ ୧୧ଶହ ଭୋଟର । 

ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ ଏବଂ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ମୁହାଁମୁହିଁ । ଶିବଶଙ୍କର ପ୍ରଦୀପଙ୍କୁ ମାଡ ମାରିଥିବା ଅଭିଯୋଗ ।

ସବସ୍କ୍ରାଇବ କରନ୍ତୁ