0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
ରାଜ୍ୟ ରାଜନୀତି
ନିର୍ବାଚନ ୨୦୨୪
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ନ୍ୟୁଜ୍
ଖଲ୍ଲିକୋଟରେ ନିର୍ବାଚନୀ ହିଂସାରେ ଜଣେ ମୃତ । ସିଇଓ କହିଲେ, ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ, ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ।
By
Sunil Bhuyan
May 16, 2024
10:45
IST
ନ୍ୟୁଜ୍
ଭୁବନେଶ୍ୱରରେ ରୋଡ ସୋ’ କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ହଜାର ହଜାର କର୍ମୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲା ବିଜେପି ।
By
Sunil Bhuyan
May 16, 2024
10:30
IST
ନ୍ୟୁଜ୍
ବିଜେପି ଛାଡିଲେ ସତ୍ୟବାଦୀ ପୂର୍ବତନ ବିଧାୟକ ରମା ରଞ୍ଜନ ବଳିଆରସିଂ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର
By
Babbage
May 16, 2024
09:48
IST
ନ୍ୟୁଜ୍
ବିଭିନ୍ନ ଦଳର ହେଭିୱେଟ ନେତା ଆଜି କରିବେ ପ୍ରଚାର । କନ୍ଧମାଳରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କରିବେ ପ୍ରଚାର ସମାବେଶ
By
Babbage
May 16, 2024
08:35
IST
ନ୍ୟୁଜ୍
ନିର୍ବାଚନ ପ୍ରଚାର ବେଳେ ରାଜା ସ୍ୱାଇଁଙ୍କ ଭାବବିହ୍ୱଳ ନିବେଦନ । କହିଲେ, ଏହା ତାଙ୍କର ଶେଷ ନିର୍ବାଚନ ଲଢେଇ । ସେବା ପାଇଁ ଶେଷ ଥର ସୁଯୋଗ ଦେବାକୁ କଲେ ଅପିଲ
By
Babbage
May 16, 2024
08:19
IST
ନ୍ୟୁଜ୍
ଖଲ୍ଲିକୋଟରେ ନିର୍ବାଚନୀ ହିଂସା । ପୋଷ୍ଟର ମାରିବାକୁ ନେଇ ବିଜେଡି-ବିଜେପି କର୍ମୀ ହଣାହଣି । ଉଭୟ ପକ୍ଷର ୮ ଆହତ, ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ
By
Babbage
May 16, 2024
07:45
IST
ନ୍ୟୁଜ୍
ଆଜି ରାଜଧାନୀରେ ମେଗା ରୋଡ ସୋ । ସକାଳେ ରୋଡ ସୋ କରି ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସନ୍ଧ୍ୟାରେ ରୋଡ ସୋ କରିବେ ବିଜେଡି ସୁପ୍ରିମୋ
By
Babbage
May 16, 2024
07:28
IST
ନ୍ୟୁଜ୍
ଝାରସୁଗୁଡାରେ ବଢିଲା ବିଜେଡିର ଶକ୍ତି । ବିଜେପି ଛାଡି ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା
By
Pradip Nayak
May 15, 2024
21:55
IST
ନ୍ୟୁଜ୍
ବିଜେପି ଗଡ଼ରେ ନବୀନଙ୍କ ମାରାଥନ ପ୍ରଚାର । ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ
By
Tusar Samantaray
May 15, 2024
19:18
IST
ନ୍ୟୁଜ୍
ଆସ୍କାରୁ ଅମିତ ଶାହାଙ୍କ ଦମ୍ଭୋକ୍ତି । କହିଲେ, ଜୁନ ୧ରେ ଓଡ଼ିଶାରେ ଫୁଟିବ ପଦ୍ମ । ରାଜ୍ୟ ସରକାରଙ୍କୁ ବାଏ ବାଏ କରିବେ ଓଡ଼ିଶାବାସୀ ।
By
Tusar Samantaray
May 15, 2024
19:13
IST
Prev
1
...
46
47
48
Next
ସବସ୍କ୍ରାଇବ କରନ୍ତୁ