Advertisment
ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେଉଛି ଓଡିଶା: ଦିନ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ

କେଉଁଠି ପାଣି ପାଇଁ ତ କେଉଁଠି ମୋବାଇଲ ନେଟୱର୍କ । ବିଭିନ୍ନ ସମସ୍ୟା ନେଇ ଭୋଟ ବର୍ଜନ କଲେ ଏସବୁ ଗ୍ରାମର ଭୋଟର

ରାଜ୍ୟ ଦେଉଛି ଭୋଟ୍:  ଦିନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ଭୋଟିଂ ସୂଚନା । ହିଞ୍ଜିଳିକାଟୁରେ ୩୬.୩୭%, କଣ୍ଟାବାଂଜିରେ ୨୬.୭୭% ମତଦାନ ।  

ଭୋଟବେଳେ ବରଗଡରେ ହତ୍ୟାକାଣ୍ଡ । ଭୁଜାଲି ମାଡରେ ଜଣେ ମୃତ ।

ଭଞ୍ଜନଗରରେ ନିର୍ବାଚନୀ ହିଂସା ।  ବୁଥ୍ ପାଲଟିଲା ରଣକ୍ଷେତ୍ର । ବେରୁଆବାଡି ବୁଥରେ ବିଜେପି- ବିଜେଡି କର୍ମୀଙ୍କ ମଧ୍ୟରେ ମାରପିଟ୍ ।

କଟକରେ ବିଜେଡିକୁ ଟାର୍ଗେଟ କଲେ ମୋଦୀ । କହିଲେ, ବିଜେଡିର ୨୫ ବର୍ଷ ସରକାରରେ କଣ ପାଇଛନ୍ତି ଓଡ଼ିଶାବାସୀ, ବିଜେପି ସରକାର ଆସିଲେ ମାଫିଆଙ୍କ ଅଣ୍ଟା ଭାଙ୍ଗିବ ।

ପ୍ରଧାନମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ ତେରଛା ବାଣ । କହିଲେ ଏନଏଚ୍-୫୫ରେ ଥରେ ବୁଲି ଆସନ୍ତୁ ପ୍ରଧାନମନ୍ତ୍ରୀ, ଏମଏସପିକୁ ନେଇ ଦେଲେ ମୁହଁତୋଡ ଜବାବ ।

ବିଜେଡି ଉପରେ ବର୍ଷିଲେ ମୋଦୀ । କହିଲେ, ଜୁନ୍ ୧୦ରେ ଶପଥ ନେବ ଡବଲ ଇଞ୍ଜିନ ସରକାର, ଓଡ଼ିଆ ପୁଅ କିମ୍ବା ଝିଅ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କ ଚେତାବନୀ । କହିଲେ, ଘଟଣା ବାବଦରେ ପୋଲିସ ଡିଜିଙ୍କ ସହ କଥା ହୋଇଛି, କୌଣସି ପ୍ରକାର ହିଂସାକୁ କରାଯିବନି ବରଦାସ୍ତ ।

ପୁରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ଶ୍ରୀମନ୍ଦିର ଗଲେ ମୋଦୀ ।

ସବସ୍କ୍ରାଇବ କରନ୍ତୁ