Advertisment
ଭୋଟ ପୂର୍ବରୁ ନେତାଙ୍କ ମୁହଁରେ ସିଟ୍ ଗଣିତ । ପାଣ୍ଡିଆନ କହିଲେ, ବିଜେପିର ଟାର୍ଗେଟ ୩୦ ଆସନ, ତୃତୀୟ ପର୍ଯ୍ୟାୟ ସୁଦ୍ଧା ବିଜେଡିକୁ ମିଳିଯିବ ବହୁମତ

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେବ ପ୍ରଚାର କରୁଛି । ମିଛ କହିବାର ସୀମା ଟପିଗଲାଣି ବିଜେପି, ନିର୍ବାଚନ ଭିତରେ ବିଜେପିକୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବୁଥ୍ ରିଗିଂ ରୋକିବାକୁ ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସରଙ୍କୁ ଅପରାଜିତାଙ୍କ ଚିଠି । ଶାସକ ଦଳ ବୁଥ୍ ରିଗିଂ କରିବାକୁ ଯୋଜନା କରୁଥିବା ଅଭିଯୋଗ ।

ନିର୍ବାଚନ ପୂର୍ବରୁ ଖଣ୍ଡପଡାରେ ବୁଲିଲା ଖଣ୍ଡା । ବିଜେଡି କର୍ମୀ ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ, ଭାଇରାଲ ହେଲା ଭିଡ଼ିଓ । 

ଭୋଗରାଇରେ ବିଜେଡିକୁ ବଡ ଝଟକା । ଦଳ ଛାଡିଲେ ବିଧାୟକ ଅନନ୍ତ ଦାସଙ୍କ ଭାଇ ଅଚ୍ୟୁତ ନନ୍ଦନ ଦାସ ।

ବିପୁଳ ବିଜୟ ପାଇଁ ପାଣ୍ଡିଆନଙ୍କ ଦୃଢ଼ୋକ୍ତି । କହିଲେ ତୃତୀୟ ପର୍ଯ୍ୟାୟ ପରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି, ବିଜେପି ଟାର୍ଗେଟ ରଖିଥିବା ୩୦ ଆସନରୁ କେତେ ଜିତିବ ତାହା ଫଳାଫଳ କହିବ । 

ବାରିପଦାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ରାଇରଙ୍ଗପୁର ଓ ପରେ ବାରିପଦା ଛଉ ପଡିଆଠାରେ ଆୟୋଜିତ ସମାବେଶରେ ହେବେ ସାମିଲ ।

ଆଠଗଡରେ ପୁଣି ରାଜନୈତିକ ହିଂସା । ନିର୍ବାଚନ ପାଇଁ ଟଙ୍କା ଓ ମାଦକ ଦ୍ରବ୍ୟ ବାଣ୍ଟିବା ବେଳେ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ

ନବୀନ ସରକାରଙ୍କ ବଡ ଗ୍ୟାରେଣ୍ଟି । ଜୁଲାଇରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ମିଳିବ ମାଗଣା ବିଜୁଳି

ପୁଣିଥରେ ବିଜେଡିକୁ ଖୋଲା ଆହ୍ୱାନ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ୪୮ ଘଣ୍ଟା ପରେ ବି କାହିଁକି ଆସିଲାନି ଆହ୍ୱାନର ଉତର କଲେ ପ୍ରଶ୍ନ...

ସବସ୍କ୍ରାଇବ କରନ୍ତୁ