କନକ ବ୍ୟୁରୋ : ଓସିଏ ନିର୍ବାଚନ ଯାଏଁ ଓଡିଶା କ୍ରିକେଟ ଆସୋସିଏସନର ପରିଚାଳନା ଦାୟିତ୍ୱ ସମ୍ଭାଳିବ ୫ ଜଣିଆ କମିଟି । ଏହି କମିଟିର ଅଧ୍ୟକ୍ଷତା କରିବେ ବିରେନ ପଲେଇ । ଆଜି ଓସିଏ ଅଫିସରେ ବସିଥିବା କାଉନଂସେଲିଂ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି ।

ଦେଖନ୍ତୁ ଏହି ଭିଡିଓ :