Advertisment

ନ୍ୟୁଜ୍

ଆଇପିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୩୧ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ମେ ୨୮ରେ ଫାଇନାଲ । ଗୁଜରାଟ-ଚେନ୍ନାଇ ପ୍ରଥମ ମ୍ୟାଚ୍ । post image

ଆଇପିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୩୧ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ମେ ୨୮ରେ ଫାଇନାଲ । ଗୁଜରାଟ-ଚେନ୍ନାଇ ପ୍ରଥମ ମ୍ୟାଚ୍ ।

ଗୁଇନ୍ଦା ବେଲୁନ ଉପରେ ବଢ଼ୁଛି ମହାଶକ୍ତିଙ୍କ ଭରସା । ଚୀନ୍ ପରେ ଏବେ ଗୁଇନ୍ଦା ବେଲୁନ ଉପରେ ପୁଟିନଙ୍କ ଆଖି । ୟୁକ୍ରେନ ରାଜଧାନୀ କିଭରେ ୬ଟି ବେଲୁନ ଉଡ଼ାଇଲା ଋଷ୍ । post image

ଗୁଇନ୍ଦା ବେଲୁନ ଉପରେ ବଢ଼ୁଛି ମହାଶକ୍ତିଙ୍କ ଭରସା । ଚୀନ୍ ପରେ ଏବେ ଗୁଇନ୍ଦା ବେଲୁନ ଉପରେ ପୁଟିନଙ୍କ ଆଖି । ୟୁକ୍ରେନ ରାଜଧାନୀ କିଭରେ ୬ଟି ବେଲୁନ ଉଡ଼ାଇଲା ଋଷ୍ ।

ଇରାଶିଷଙ୍କୁ କାଉଣ୍ଟର ଟାର୍ଗେଟ କଲା ବିଜେଡି । ଚିନ୍ମୟ ସାହୁ କହିଲେ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଜଣେ ଅଭ୍ୟାସଗତ ଅପରାଧୀ । post image

ଇରାଶିଷଙ୍କୁ କାଉଣ୍ଟର ଟାର୍ଗେଟ କଲା ବିଜେଡି । ଚିନ୍ମୟ ସାହୁ କହିଲେ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଜଣେ ଅଭ୍ୟାସଗତ ଅପରାଧୀ ।

ଦିଲ୍ଲୀ ମେୟର ନିର୍ବାଚନ ବିବାଦରେ ବିଜେପିକୁ ସୁପ୍ରିମକୋର୍ଟଙ୍କ ବଡ ଝଟକା, ମନୋନୀତ ପାରିଷଦଙ୍କୁ ନେଇ କୋର୍ଟ ଦେଲେ ଏହି ନିର୍ଦ୍ଦେଶ post image

ଦିଲ୍ଲୀ ମେୟର ନିର୍ବାଚନ ବିବାଦରେ ବିଜେପିକୁ ସୁପ୍ରିମକୋର୍ଟଙ୍କ ବଡ ଝଟକା, ମନୋନୀତ ପାରିଷଦଙ୍କୁ ନେଇ କୋର୍ଟ ଦେଲେ ଏହି ନିର୍ଦ୍ଦେଶ

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ୨୬୩ ରନରେ ଅଷ୍ଟ୍ରେଲିଆ ଅଲଆଉଟ post image

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ୨୬୩ ରନରେ ଅଷ୍ଟ୍ରେଲିଆ ଅଲଆଉଟ

କେଉଁଠି ସୁରକ୍ଷିତ ରହିଛି ଭାରତୀୟ ରିଜର୍ଭ ବ୍ୟାଙ୍କର ସୁନା, ନିଜ ଠାରୁ ଅଧିକ କାହା ଉପରେ ଭରସା କରିଛି ଆରବିଆଇ ? post image

କେଉଁଠି ସୁରକ୍ଷିତ ରହିଛି ଭାରତୀୟ ରିଜର୍ଭ ବ୍ୟାଙ୍କର ସୁନା, ନିଜ ଠାରୁ ଅଧିକ କାହା ଉପରେ ଭରସା କରିଛି ଆରବିଆଇ ?

ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍ । ଆଜି ଘୋଷଣା ହୋଇପାରେ ମ୍ୟାଚ୍ ସୂଚୀ । post image

ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍ । ଆଜି ଘୋଷଣା ହୋଇପାରେ ମ୍ୟାଚ୍ ସୂଚୀ ।

ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଖାସ୍ ରେକର୍ଡ କଲେ ଅଶ୍ୱିନୀ । ଏପଟେ ଇମ୍ରାନଙ୍କୁ ଟପି ଆଉ ଏକ ରେକର୍ଡର ଅଧିକାରୀ ହେଲେ ଜାଡେଜା । post image

ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଖାସ୍ ରେକର୍ଡ କଲେ ଅଶ୍ୱିନୀ । ଏପଟେ ଇମ୍ରାନଙ୍କୁ ଟପି ଆଉ ଏକ ରେକର୍ଡର ଅଧିକାରୀ ହେଲେ ଜାଡେଜା ।

ଅଣଛାତ୍ରଙ୍କୁ ହଟେଇବାକୁ ଯାଇ ନିଜ ହଟହଟା ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଛାତ୍ର କହିଲେ, ଆଗ ବସ୍ତି ଉଠାଅ, ପରେ ଅଣଛାତ୍ର ହଟାଇବ । post image

ଅଣଛାତ୍ରଙ୍କୁ ହଟେଇବାକୁ ଯାଇ ନିଜ ହଟହଟା ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଛାତ୍ର କହିଲେ, ଆଗ ବସ୍ତି ଉଠାଅ, ପରେ ଅଣଛାତ୍ର ହଟାଇବ ।

ପଞ୍ଚାୟତିରାଜ ଫଣ୍ଡରେ ହାତ ନ ମାରନ୍ତୁ ରାଜ୍ୟ ସରକାର । ମନ୍ତ୍ରୀଙ୍କୁ ଇସାରା କରି ସରକାରଙ୍କୁ ଟର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । post image

ପଞ୍ଚାୟତିରାଜ ଫଣ୍ଡରେ ହାତ ନ ମାରନ୍ତୁ ରାଜ୍ୟ ସରକାର । ମନ୍ତ୍ରୀଙ୍କୁ ଇସାରା କରି ସରକାରଙ୍କୁ ଟର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସବସ୍କ୍ରାଇବ କରନ୍ତୁ