Advertisment

ନ୍ୟୁଜ୍

ବଦଳିଯିବ କି ଦେଶର ନାଁ । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଂଟ ଅଫ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବାକୁ ନେଇ ଆଶଙ୍କା ପ୍ରକାଶ କଲେ ବିରୋଧୀ post image

ବଦଳିଯିବ କି ଦେଶର ନାଁ । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଂଟ ଅଫ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବାକୁ ନେଇ ଆଶଙ୍କା ପ୍ରକାଶ କଲେ ବିରୋଧୀ

ଗୋଡରେ କଳା ଜୋତା ସହ ମୁଣ୍ଡରେ କଳା ହେଲମେଟ୍ ଦେଇ ସୁଟ୍ ବୁଟ୍ ହୋଇ ଆସୁଛନ୍ତି ଲୁଟେରା । ଚେନ୍ ଝାମ୍ପି ସ୍ପିଡ୍ ବାଇକରେ ଆଖି ପିଛୁଳାକେ ହୋଇଯାଉଛନ୍ତି ଗାଏବ post image

ଗୋଡରେ କଳା ଜୋତା ସହ ମୁଣ୍ଡରେ କଳା ହେଲମେଟ୍ ଦେଇ ସୁଟ୍ ବୁଟ୍ ହୋଇ ଆସୁଛନ୍ତି ଲୁଟେରା । ଚେନ୍ ଝାମ୍ପି ସ୍ପିଡ୍ ବାଇକରେ ଆଖି ପିଛୁଳାକେ ହୋଇଯାଉଛନ୍ତି ଗାଏବ

୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ଥମୁନି ବିବାଦ । ମନ୍ତ୍ରୀ ଟୁକୁନି ସାହୁ ଓ ପରିବହନ ବିଭାଗର ତଥ୍ୟ ବଢ଼ାଇଲା ଦ୍ୱନ୍ଦ୍ୱ । ମନ୍ତ୍ରୀ କହିଥିଲେ ଖର୍ଚ୍ଚ ହୋଇଛି ୫୦ କୋଟି, ବିଭାଗର ଉତ୍ତର, ତଥ୍ୟ ନାହିଁ । post image

୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ଥମୁନି ବିବାଦ । ମନ୍ତ୍ରୀ ଟୁକୁନି ସାହୁ ଓ ପରିବହନ ବିଭାଗର ତଥ୍ୟ ବଢ଼ାଇଲା ଦ୍ୱନ୍ଦ୍ୱ । ମନ୍ତ୍ରୀ କହିଥିଲେ ଖର୍ଚ୍ଚ ହୋଇଛି ୫୦ କୋଟି, ବିଭାଗର ଉତ୍ତର, ତଥ୍ୟ ନାହିଁ ।

ନିଜ ଜିଲ୍ଲାରେ ହଟହଟା ହେଲେ ବିଜେଡି ବିଧାୟକ । ନର୍ଲାରେ ଶାସକ ଦଳର ତିନି ବିଧାୟକଙ୍କୁ କଳପତାକା ଦେଖାଇବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ । post image

ନିଜ ଜିଲ୍ଲାରେ ହଟହଟା ହେଲେ ବିଜେଡି ବିଧାୟକ । ନର୍ଲାରେ ଶାସକ ଦଳର ତିନି ବିଧାୟକଙ୍କୁ କଳପତାକା ଦେଖାଇବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ ।

ଅଧାରେ ଅଟକିଲା ଆଗୁଆ ନିର୍ବାଚନ ଚର୍ଚ୍ଚା । ପର୍ଯ୍ୟବେକ୍ଷକଙ୍କ ବୈଠକରେ ବିଜେଡି ସୁପ୍ରିମୋ କୌଣସି ସଙ୍କେତ ଦେଇନଥିବା ସୂଚନା । ଉଠିଲା ପ୍ରଶ୍ନ,ବଦଳିଗଲା କି ବିଜେଡିର ପ୍ଲାନ? post image

ଅଧାରେ ଅଟକିଲା ଆଗୁଆ ନିର୍ବାଚନ ଚର୍ଚ୍ଚା । ପର୍ଯ୍ୟବେକ୍ଷକଙ୍କ ବୈଠକରେ ବିଜେଡି ସୁପ୍ରିମୋ କୌଣସି ସଙ୍କେତ ଦେଇନଥିବା ସୂଚନା । ଉଠିଲା ପ୍ରଶ୍ନ,ବଦଳିଗଲା କି ବିଜେଡିର ପ୍ଲାନ?

ହଟିବ ଇଣ୍ଡିଆ, ଦେଶର ନାଁ କେବଳ ରହିବ ଭାରତ । ସମ୍ବିଧାନ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା । ସଂସଦର ସ୍ୱତନ୍ତ୍ର ଅଧବେଶନରେ ଆଣିପାରନ୍ତି ପ୍ରସ୍ତାବ post image

ହଟିବ ଇଣ୍ଡିଆ, ଦେଶର ନାଁ କେବଳ ରହିବ ଭାରତ । ସମ୍ବିଧାନ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା । ସଂସଦର ସ୍ୱତନ୍ତ୍ର ଅଧବେଶନରେ ଆଣିପାରନ୍ତି ପ୍ରସ୍ତାବ

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ ସମସ୍ତ ଖର୍ଚ୍ଚ । କର୍ଟିନ୍ ବିଶ୍ୱବିଦ୍ୟାଳୟ ସହ ଜିଲ୍ଲା ପ୍ରଶାସନର ବୁଝାମଣା । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଲେ ଛାତ୍ରଛାତ୍ରୀ post image

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ ସମସ୍ତ ଖର୍ଚ୍ଚ । କର୍ଟିନ୍ ବିଶ୍ୱବିଦ୍ୟାଳୟ ସହ ଜିଲ୍ଲା ପ୍ରଶାସନର ବୁଝାମଣା । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଲେ ଛାତ୍ରଛାତ୍ରୀ

ଗୁରୁ ଦିବସରେ ନିଆରା ଗୁରୁଙ୍କ କାହାଣୀ । ବସ୍ତାରେ ଶିକ୍ଷାଦାନ କରୁଛନ୍ତି ୮୦ ବର୍ଷିୟ ବୃଦ୍ଧା post image

ଗୁରୁ ଦିବସରେ ନିଆରା ଗୁରୁଙ୍କ କାହାଣୀ । ବସ୍ତାରେ ଶିକ୍ଷାଦାନ କରୁଛନ୍ତି ୮୦ ବର୍ଷିୟ ବୃଦ୍ଧା

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଓଡିଶାର ମହିଳା ଚାଷୀ । ମାଣ୍ଡିଆ ସଂପର୍କରେ ଜାଣିବେ ବିଶ୍ୱବାସୀ post image

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଓଡିଶାର ମହିଳା ଚାଷୀ । ମାଣ୍ଡିଆ ସଂପର୍କରେ ଜାଣିବେ ବିଶ୍ୱବାସୀ

ପିଲା ଚାଲିଗଲା, ମାଆର କୋଳ ଖାଲି ହୋଇଗଲା । ଝିଅ ନାଁରେ ଥିବା ୫ ଲକ୍ଷ ଟଙ୍କା ରେଡକ୍ରସ ପାଣ୍ଠିକୁ ଦାନ କରିଦେଲେ ମାଆ post image

ପିଲା ଚାଲିଗଲା, ମାଆର କୋଳ ଖାଲି ହୋଇଗଲା । ଝିଅ ନାଁରେ ଥିବା ୫ ଲକ୍ଷ ଟଙ୍କା ରେଡକ୍ରସ ପାଣ୍ଠିକୁ ଦାନ କରିଦେଲେ ମାଆ

ସବସ୍କ୍ରାଇବ କରନ୍ତୁ